/odisha-reporter/media/post_attachments/uploads/2015/09/crime-branch1.jpg)
crime-branch
କଟକ: ବାରିପଦା ପାଲବଣି ଜଙ୍ଗଲ ଜମି ଠକେଇ ମାମଲାରେ ଅଭିଯୁକ୍ତ ରଣଜିତ୍ ମହାନ୍ତିଙ୍କୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଆଜି ଗିରଫ କରିଛି। ତାଙ୍କ ଗିରଫଦାରୀ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରଣଜିତ୍ ନିଜ ନାଁରେ ୮ ଏକର ଜଙ୍ଗଲ ଜମି କରି ନେଇଥିବା ଅଭିଯୋଗ ଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
