Advertisment

ବାରିପଦା ପାଲବଣିରେ ଜଙ୍ଗଲ ଜମି ଠକେଇ ମାମଲା: ଅଭିଯୁକ୍ତ ରଣଜିତ୍ ମହାନ୍ତିଙ୍କୁ ଭୁବନେଶ୍ୱରରୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ବାରିପଦା ପାଲବଣି ଜଙ୍ଗଲ ଜମି ଠକେଇ ମାମଲାରେ ଅଭିଯୁକ୍ତ ରଣଜିତ୍ ମହାନ୍ତିଙ୍କୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଆଜି ଗିରଫ କରିଛି। ତାଙ୍କ ଗିରଫଦାରୀ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରଣଜିତ୍ ନିଜ ନାଁରେ ୮ ଏକର ଜଙ୍ଗଲ ଜମି କରି ନେଇଥିବା ଅଭିଯୋଗ ଥିଲା।

ଅଦ୍ୟତନ ହୋଇଛି
ବାରିପଦା ପାଲବଣିରେ ଜଙ୍ଗଲ ଜମି ଠକେଇ ମାମଲା: ଅଭିଯୁକ୍ତ ରଣଜିତ୍ ମହାନ୍ତିଙ୍କୁ ଭୁବନେଶ୍ୱରରୁ ଗିରଫ କଲା କ୍ରାଇମବ୍ରାଞ୍ଚ

crime-branch

Advertisment

କଟକ: ବାରିପଦା ପାଲବଣି ଜଙ୍ଗଲ ଜମି ଠକେଇ ମାମଲାରେ ଅଭିଯୁକ୍ତ ରଣଜିତ୍ ମହାନ୍ତିଙ୍କୁ ଭୁବନେଶ୍ୱରରୁ କ୍ରାଇମବ୍ରାଞ୍ଚ ଆଜି ଗିରଫ କରିଛି। ତାଙ୍କ ଗିରଫଦାରୀ ନେଇ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ରଣଜିତ୍ ନିଜ ନାଁରେ ୮ ଏକର ଜଙ୍ଗଲ ଜମି କରି ନେଇଥିବା ଅଭିଯୋଗ ଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe