ପୁଲିସ କବ୍ଜାରେ ବିକମ୍ LLB ଗଞ୍ଜେଇ ବେପାରୀ | Odisha Reporter
Advertisment
ଶିକ୍ଷାଗତ ଯୋଗ୍ୟତା ବିକମ୍, ଏଲଏଲବି। ବେପାର ଗଞ୍ଜେଇ ଚାଲାଣ। ଘର ଉତ୍ତରପ୍ରଦେଶ ହେଲେ, ଆଡ୍ଡା ଓଡିଶାରେ। ଏଭଳି ଏକ ବଡ ରାକେଟର ଠାବ କରିଛି ସମ୍ବଲପୁର ଅବକାରୀ ବିଭାଗ। ବରଗଡରୁ ରାୟପୁର ଦେଇ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ବେଳେ ଏହି ପାଠୁଆ ନିଶା ବେପାରୀ ମାନଙ୍କୁ ଗିରଫ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us