ପୁଅକୁ ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୂଚନା ସେଠ୍‌

ବେଙ୍ଗାଲୁରୁ ଯିବା ପାଇଁ ସେ ୩୦ ହଜାର ଟଙ୍କା ଦେଇ ଗୋଟିଏ କାର ମଧ୍ୟ ବୁକ କରିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

CEO

ସୂଚନା ସେଠ୍‌ (ଫାଇଲ ଫଟୋ)

Hemant Lenka
  • Published: Tuesday, 09 January 2024
  • Updated: 09 January 2024, 08:58 PM IST

Sports

Latest News

ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିବା ବେଙ୍ଗାଲୁରୁ ଭିତ୍ତିକ କମ୍ପାନୀର ସିଇଓ ସୂଚନା ସେଠ୍‌ଙ୍କୁ ନେଇ ସାଂଘାତିକ ଖବର ସାମ୍ନାକୁ ଆସିଛି। ଗୋଆ ସ୍ଥିତ ସର୍ଭିସ ଆପାର୍ଟମେଣ୍ଟରେ ସୂଚନା ପ୍ରଥମେ ନିଜର ୪ ବର୍ଷର ପୁଅକୁ ହତ୍ୟା କରିଥିଲେ। ଏହାପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ। ଏଥିପାଇଁ ସେ ନିଜ ବାମ ହାତର ରିଷ୍ଟକୁ କାଟି ଦେଇଥିଲେ।

ତେବେ କିଛି ରକ୍ତ ବାହାରିବା ପରେ ସେ ନିଷ୍ପତ୍ତି ବଦଳାଇ ଦେଇଥିଲେ। ଏହାପରେ ପୁଅର ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ବେଙ୍ଗାଲୁରୁ ବାହାରି ଯାଇଥିଲେ। ବେଙ୍ଗାଲୁରୁ ଯିବା ପାଇଁ ସେ ୩୦ ହଜାର ଟଙ୍କା ଦେଇ ଗୋଟିଏ କାର ମଧ୍ୟ ବୁକ କରିଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

Also Read

୩୯ ବର୍ଷୀୟ ସୂଚନା ସେଠଙ୍କୁ ସୋମବାର ପୁଲିସ୍‌ କର୍ଣ୍ଣାଟକାର ଚିତ୍ରଦୁର୍ଗରୁ ଗିରଫ କରିଛି। ଗୋଆର ଯେଉଁ ଆପାର୍ଟମେଣ୍ଟରେ ୬ ତାରିଖରୁ ସୂଚନା ରହୁଥିଲେ ସେଠାକାର ଜଣେ କର୍ମଚାରୀ ରୁମରେ ରକ୍ତ ଛିଟା ଦେଖି ପୁଲିସକୁ ଖବର ଦେଇଥିଲେ।

ପୁଲିସ୍‌ କ୍ୟାବ ଡ୍ରାଇଭରଙ୍କ ସହ ଯୋଗାଯୋଗ କରି ଗାଡ଼ିକୁ ନିକଟସ୍ଥ ପୁଲିସ ଷ୍ଟେସନ ନେବାକୁ କହିଥିଲା। ଏହାପରେ ସେଠାରେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନାଙ୍କ ବ୍ୟାଗରୁ ୪ ବର୍ଷୀୟ ପୁଅର ମୃତଦେହ ମଧ୍ୟ ପୁଲିସ୍‌ ଉଦ୍ଧାର କରିଥିଲା।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି, “ସର୍ଭିସ ଫ୍ଲାଟରେ ଥିବା ଟାୱେଲରୁ କିଛି ରକ୍ତ ଛିଟା ମିଳିଥିଲା। ଏହି ରକ୍ତ ସୂଚନାଙ୍କର। ସେ ତାଙ୍କ ବାମହାତ ରିଷ୍ଟ କାଟି ଦେଇଥିବାରୁ କିଛି ରକ୍ତ ବାହାରିଥିଲା। ଏହାକୁ ସେ ଟାୱେଲରେ ପୋଛି ଦେଇଥିଲେ। ରକ୍ତ ଛିଟା ଦେଖି ପୁଲିସ୍‌କୁ ଆପାର୍ଟମେଣ୍ଟ କର୍ମଚାରୀ ଖବର ଦେଇଥିଲେ।”

ସୂଚନା ପିଜିକ୍ସରେ ମାଷ୍ଟରଡିଗ୍ରୀ ହାସଲ କରିଥିବା ବେଳେ ସଂସ୍କୃତରେ ଟପ୍ପର ହୋଇଥିଲେ। ଏବେ ସେ ପୁଅକୁ ହତ୍ୟା କରିବା ଘଟଣାରେ ଗିରଫ ହୋଇଛନ୍ତି। କୋର୍ଟ ତାଙ୍କୁ ୬ ଦିନ ପାଇଁ ପୁଲିସ୍‌ ହେପାଜତକୁ ମଧ୍ୟ ପଠାଇଦେଇଛନ୍ତି।

ସୂଚନା ସେଠ ହେଉଛନ୍ତି ପଶ୍ଚିମବଙ୍ଗ ବାସିନ୍ଦା। କିନ୍ତୁ ସେ ବେଙ୍ଗାଲୁରୁରେ ରୁହନ୍ତି। ସ୍ୱାମୀଙ୍କ ସହ ତାଙ୍କର ବିବାଦ ଚାଲିଥିଲା। ଉଭୟ ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ଏହା ପ୍ରାୟତଃ ଶେଷ ପର୍ଯ୍ୟାୟରେ ରହିଛି।

ତେବେ କୋର୍ଟ ନିକଟରେ ଦେଇଥିବା ନିର୍ଦ୍ଦେଶ ସୂଚନା ସେଠଙ୍କୁ ବ୍ୟଥିତ କରିଥିଲା। ୪ ବର୍ଷୀୟ ପୁଅକୁ ସେ ତାଙ୍କ ପୂର୍ବତନ ସ୍ୱାମୀଙ୍କ ପାଖକୁ ପ୍ରତି ରବିବାର ଛାଡ଼ିବେ ବୋଲି କୋର୍ଟ କହିଥିଲେ। ବାସ୍‌ ପୁଅକୁ ପୂର୍ବତନ ସ୍ୱାମୀଙ୍କ ଠାରୁ ଦୂରେଇ ରଖିବା ପାଇଁ ସୂଚନା ଏତେ ବଡ଼ କାଣ୍ଡ ଘଟାଇଛନ୍ତି।

ଏଇ ରବିବାର କାଳେ ପୁଅ ତା’ ବାପାଙ୍କୁ ଭେଟିବ, ସେହି ଆଶଙ୍କାରେ ସୂଚନା ହତ୍ୟାକାଣ୍ଡ ଘଟାଇଥିବା ପୁଲିସ୍‌ ଜାଣିବାକୁ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story