Advertisment

ନର ହତ୍ୟାର ଗୋଟି ଗୋଟି କାହାଣୀ କହିଲେ ଅଭିଯୁକ୍ତର ଭାଇ

ପ୍ରେମ, ବ୍ଲାକମେଲ୍ ଓ ହତ୍ୟାର ବିଭତ୍ସ କାହାଣୀ କହିଲା ଭାଇ।

author-image
Manoj Swain

ବେଙ୍ଗାଲୁରୁର ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କେମିତି ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ମୁକ୍ତି ରଞ୍ଜନ ସେ ସବୁ ଗୋଟି ଗୋଟି କରି ବଖାଣିଛନ୍ତି ତାଙ୍କ ସାନ ଭାଇ । 

Advertisment
Odisha Bengaluru