ମୁକ୍ତି ପାଇଗଲା ମୁକ୍ତି, ଅଧା ରହିଗଲା କାହାଣୀ | Odisha Reporter
ବେଙ୍ଗାଲୁରୁର ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମହାଲକ୍ଷ୍ମୀଙ୍କୁ ହତ୍ୟାକାଣ୍ଡର ହରର କାହାଣୀ କହିଲା ମାଷ୍ଟରମାଇଣ୍ଡ ମୁକ୍ତିରଂଜନ । ଆତ୍ମହତ୍ୟା ପୂର୍ବରୁ ପରିବାର ଆଗରେ ବଖାଣିଲା ପୁରା ଷ୍ଟୋରୀ । ମହାଲକ୍ଷ୍ମୀଙ୍କୁ ପିସପିସ କରିବା ପରେ ସିଧା ଓଡିଶା ଚାଲି ଆସିଥିଲା ମୁଖ୍ୟ ଅଭିଯୁକ୍ତ । ଗୋଟିଏ ଶପିଂ ମଲରେ କାମ କରୁଥିଲେ ମହାଲକ୍ଷ୍ମୀ ଓ ମୁକ୍ତିରଂଜନ । ହତ୍ୟା ପଛରେ ପ୍ରେମ ଓ ପରିକୀୟା !
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
