Advertisment

ହତ୍ୟା ପଛରେ ପ୍ରେମ ଓ ପରିକୀୟା !

ବେଙ୍ଗାଲୁରୁର ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Advertisment

ବେଙ୍ଗାଲୁରୁର ଘଟିଥିବା ମହାଲକ୍ଷ୍ମୀ ହତ୍ୟାକାଣ୍ଡ ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମହାଲକ୍ଷ୍ମୀଙ୍କୁ ହତ୍ୟାକାଣ୍ଡର ହରର କାହାଣୀ କହିଲା ମାଷ୍ଟରମାଇଣ୍ଡ ମୁକ୍ତିରଂଜନ । ଆତ୍ମହତ୍ୟା ପୂର୍ବରୁ ପରିବାର ଆଗରେ ବଖାଣିଲା ପୁରା ଷ୍ଟୋରୀ । ମହାଲକ୍ଷ୍ମୀଙ୍କୁ ପିସପିସ କରିବା ପରେ ସିଧା ଓଡିଶା ଚାଲି ଆସିଥିଲା ମୁଖ୍ୟ ଅଭିଯୁକ୍ତ । ଗୋଟିଏ ଶପିଂ ମଲରେ କାମ କରୁଥିଲେ ମହାଲକ୍ଷ୍ମୀ ଓ ମୁକ୍ତିରଂଜନ । ହତ୍ୟା ପଛରେ ପ୍ରେମ ଓ ପରିକୀୟା !

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe