Advertisment

ବ୍ରହ୍ମପୁର: ଧମକ ଚମକ ଦେବା ଓ ବଟି ଆଦାୟ ଅଭିଯୋଗରେ ୨ ଗିରଫ

ବ୍ରହ୍ମପୁର: ଜମି ବିକ୍ରିକୁ ନେଇ ଧମକ ଚମକ ଦେବା ସହ ୧୬ଲକ୍ଷ ଟଙ୍କା ବଟି ଆଦାୟ କରିଥିବା ଅଭିଯୋଗରେ ଗୋଳନ୍ଥରା ଥାନା ପୁଲିସ ବ୍ରହ୍ମପୁରରୁ ଖଲି ଦାଶ ଓ ତାଙ୍କର ଜଣେ ସାଥୀଙ୍କୁ ଗିରଫ କରିଛି। ହଳଦିଆପଦର ଛକ ନିକଟରେ ଲଲିତ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ଜମି କିଣିଥିଲେ। ତେବେ ସେହି ଜମି ଖଲି ଦାଶ କିଣିବେ ବୋଲି ତାଙ୍କୁ ଧମକ ଦିଆଯାଇଥିବା ସହ ତାଙ୍କ ଠାରୁ ୧୬ ଲକ୍ଷ ଟଙ୍କା ଦାବି କରିଥିଲେ ଅଭିଯୁକ୍ତ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ବ୍ରହ୍ମପୁର: ଧମକ ଚମକ ଦେବା ଓ ବଟି ଆଦାୟ ଅଭିଯୋଗରେ ୨ ଗିରଫ

berhampur

berhampurବ୍ରହ୍ମପୁର: ଜମି ବିକ୍ରିକୁ ନେଇ ଧମକ ଚମକ ଦେବା ସହ ୧୬ଲକ୍ଷ ଟଙ୍କା ବଟି ଆଦାୟ କରିଥିବା ଅଭିଯୋଗରେ ଗୋଳନ୍ଥରା ଥାନା ପୁଲିସ ବ୍ରହ୍ମପୁରରୁ ଖଲି ଦାଶ ଓ ତାଙ୍କର ଜଣେ ସାଥୀଙ୍କୁ ଗିରଫ କରିଛି। ହଳଦିଆପଦର ଛକ ନିକଟରେ ଲଲିତ ମଙ୍ଗରାଜ ନାମକ ଜଣେ ବ୍ୟକ୍ତି ଜମି କିଣିଥିଲେ। ତେବେ ସେହି ଜମି ଖଲି ଦାଶ କିଣିବେ ବୋଲି ତାଙ୍କୁ ଧମକ ଦିଆଯାଇଥିବା ସହ ତାଙ୍କ ଠାରୁ ୧୬ ଲକ୍ଷ ଟଙ୍କା ଦାବି କରିଥିଲେ ଅଭିଯୁକ୍ତ। ଟଙ୍କା ନେବାର ଦୃଶ୍ୟ ସିସି ଟିଭି କ୍ୟାମେରାରେ ରେକଡ଼ିଂ ହୋଇଥିଲା ଓ ତାକୁ ଆଧାର କରି ଲଳିତ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସି ଟିଭି ଫୁଟେଜକୁ ଯାଞ୍ଚ କରି ଖଲି  ତାଙ୍କ ସାଥୀଙ୍କୁ ଗିରଫ କରିଛି।

Advertisment