Advertisment

ଧରାପଡିଲେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଡାକ୍ତର

ଗିରଫ ଡାକ୍ତରଜଣକ ହେଉଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଦୁର୍ଗାଦତ୍ତ ଶାସନି।

Advertisment

ମାଟ୍ରିକ ସାର୍ଟିଫିକେଟରେ ଯାନୀ, ବ୍ୟାଙ୍କ ପାସବୁକ୍‌ରେ ରହିଛି ଶାସନି ସଂଜ୍ଞା। ଜାଲ ସାର୍ଟିଫିକେଟ ବଳରେ ଡାକ୍ତରୀ ଚାକିରି କରିଥିବା ଏପରି ଜଣେ ଡାକ୍ତରଙ୍କୁ ବାନ୍ଧିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ପୁଲିସ୍‌। ଗିରଫ ଡାକ୍ତରଜଣକ ହେଉଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦୁର୍ଗାଦତ୍ତ ଶାସନି।

Advertisment
Odisha Fake Certificate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe