ସୁନା ଦୋକାନୀ ଲଗାଇଛନ୍ତି ଚୂନା- ବେଶୀ କଟକ,ଗଞ୍ଜାମରେ | Odisha Reporter
Advertisment
ସୁନା କିଣୁଥିଲେ ସାବଧାନ । ଗ୍ରାହକଙ୍କୁ ଚୂନ ଲଗାଉଛନ୍ତି ଅସାଧୁ ସୁନା ବ୍ୟବସାୟୀ । ଆପଣ ଖାଣ୍ଟି ସୁନା ବୋଲି କିଣୁଛନ୍ତି । ଦୋକାନୀ ଆପଣଙ୍କୁ ପଥରରେ ଘଷି ଖାଣ୍ଟି ସୁନା ବୋଲି ଦେଖାଉଛି । ହେଲେ ତାହା ଖାଣ୍ଟି ସୁନା ତ ? ଆମେ ଏହି ପ୍ରଶ୍ନ ପଚାରିବାର ଅର୍ଥ ହେଉଛି ଗହଣା ଦୋକାନୀ ଗ୍ରାହକଙ୍କୁ ଲଗାଉଛନ୍ତି ଚୁନା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us