Advertisment

କୁକୁରକୁ ନିଶା ମେଡିସିନ୍ ଦେଇ ଘରେ କଳାକନା ବୁଲାଇଲା ଚୋର

ଚିତପଟାଙ୍ଗ ହୋଇ ପଡ଼ି ରହିଛି କୁକୁର । ଯିଏ ଡାକିଲେ ବି ଶୁଣିନି, ଯେତେ ଉଠାଇଲେ ବି ଉଠୁନି।

author-image
Manoj Swain

ଚିତପଟାଙ୍ଗ ହୋଇ ପଡ଼ି ରହିଛି କୁକୁର । ଯିଏ ଡାକିଲେ ବି ଶୁଣିନି, ଯେତେ ଉଠାଇଲେ ବି ଉଠୁନି। ମାଲିକର ଡାକ ଶୁଣିଲା ମାତ୍ର କେ, ଧାଇଁ ଆସୁଥିବା କୁକୁର ଆଜି ଚେତାଶୂନ୍ୟ ହୋଇ ପଡ଼ି ରହିଛି । ମିଟି ମିଟି ଆଖିରେ ଦେଖୁଛି, ଉଠି ନ ପାରି ମୁହଁ ମାଡ଼ି ଶୋଇଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhadrak