କୁକୁରକୁ ମେଡିସିନ୍ ଦେଇ ଲୁଟିନେଲା ଚୋର || Miscreants Loot Valuables Things From House || Bhadrak || OR
Advertisment
ଚିତପଟାଙ୍ଗ ହୋଇ ପଡ଼ି ରହିଛି କୁକୁର । ଯିଏ ଡାକିଲେ ବି ଶୁଣିନି, ଯେତେ ଉଠାଇଲେ ବି ଉଠୁନି। ମାଲିକର ଡାକ ଶୁଣିଲା ମାତ୍ର କେ, ଧାଇଁ ଆସୁଥିବା କୁକୁର ଆଜି ଚେତାଶୂନ୍ୟ ହୋଇ ପଡ଼ି ରହିଛି । ମିଟି ମିଟି ଆଖିରେ ଦେଖୁଛି, ଉଠି ନ ପାରି ମୁହଁ ମାଡ଼ି ଶୋଇଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us