ଖୁଦୁରୁକୁଣୀ ଭସାଣୀ ବେଳେ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଦେଓଗାଁ ପଞ୍ଚାୟତ କୋଚିଆନେଣ୍ଡି ଗ୍ରାମରେ ଖୁଦୁରୁକୁଣୀ ଭସାଣିକୁ ନେଇ ସବର୍ଣ୍ଣ ଓ ଦଳିତଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଲୋକନାଥ ଜେନା, ବିଦ୍ୟାଧର ଜେନ, ସଞ୍ଜୟ କୁମାର ଜେନା, ବାସନ୍ତୀ ଜେନାଙ୍କୁ ଆାନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ଦୁଇଜଣ ଆହତଙ୍କୁ ନିକଟସ୍ଥ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗଣ୍ଡଗୋଳର କାରଣ ଜଣାପଡି ନ […]

anandapur

anandapur

Rakesh Mallick
  • Published: Tuesday, 29 September 2015
  • Updated: 29 September 2015, 11:58 AM IST

Sports

Latest News

ଆନନ୍ଦପୁର: ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଦେଓଗାଁ ପଞ୍ଚାୟତ କୋଚିଆନେଣ୍ଡି ଗ୍ରାମରେ ଖୁଦୁରୁକୁଣୀ ଭସାଣିକୁ ନେଇ ସବର୍ଣ୍ଣ ଓ ଦଳିତଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଲୋକନାଥ ଜେନା, ବିଦ୍ୟାଧର ଜେନ, ସଞ୍ଜୟ କୁମାର ଜେନା, ବାସନ୍ତୀ ଜେନାଙ୍କୁ ଆାନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ଅନ୍ୟ ଦୁଇଜଣ ଆହତଙ୍କୁ ନିକଟସ୍ଥ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗଣ୍ଡଗୋଳର କାରଣ ଜଣାପଡି ନ ଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଘଟିଥିବା ଅନୁମାନ କରାଯାଉଛି । ଖବରପାଇ ଘସିପୁରା ପୋଲିସ ଗ୍ରାମରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story