Advertisment

ପୁଲିସ ହାତରେ ପଡ଼ିପାରେ ହ୍ୟାଣ୍ଡକପ୍‌ !

ସସପେଣ୍ଡ ହୋଇଥିବା ୫ ଜଣ ପୁଲିସଙ୍କ ନାଁରେ ସାଂଘାତିକ ବୟାନ ଦେଇଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ।

author-image
Manoj Swain

ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଦେହରେ ହାତ ମାରି ଅଡୁଆରେ ପଡିଛି ଭରତପୁର ଥାନା ପୁଲିସ। ସସପେଣ୍ଡ ହୋଇଥିବା ୫ ଜଣ ପୁଲିସଙ୍କ ନାଁରେ ସାଂଘାତିକ ବୟାନ ଦେଇଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଯଦି ଘଟଣା ସତ ହୋଇଥିବ ତାହେଲେ ଖସି ପାରିବନି ପୁଲିସ। ଆବଶ୍ୟକ ପଡିଲେ ପୁଲିସ ହାତରେ ପଡିପାରେ ହ୍ୟାଣ୍ଡକପ୍ ! ତେବେ ଏହାକୁ ନେଇ ଆଲୋଚନା ଦେଖନ୍ତୁ ମନ୍ଥନରେ।

Advertisment
Odisha Bhubaneswar