ପୋଲିସ ହାତରେ ପଡ଼ିପାରେ ହ୍ୟାଣ୍ଡକପ୍ ! | Odisha Reporter
Advertisment
ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଦେହରେ ହାତ ମାରି ଅଡୁଆରେ ପଡିଛି ଭରତପୁର ଥାନା ପୁଲିସ। ସସପେଣ୍ଡ ହୋଇଥିବା ୫ ଜଣ ପୁଲିସଙ୍କ ନାଁରେ ସାଂଘାତିକ ବୟାନ ଦେଇଛନ୍ତି ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀ। ଯଦି ଘଟଣା ସତ ହୋଇଥିବ ତାହେଲେ ଖସି ପାରିବନି ପୁଲିସ। ଆବଶ୍ୟକ ପଡିଲେ ପୁଲିସ ହାତରେ ପଡିପାରେ ହ୍ୟାଣ୍ଡକପ୍ ! ତେବେ ଏହାକୁ ନେଇ ଆଲୋଚନା ଦେଖନ୍ତୁ ମନ୍ଥନରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us