ବାନ୍ଧବୀଙ୍କ ଭିଡିଓ ଭାଇରାଲ କରୁଛି ପୁଲିସ !

କିଏ ଓ କାହିଁକି ଭାଇରାଲ କରୁଛି ଏହି ଭିଡିଓକୁ। ଭାଇରାଲ ପଛର ଉଦ୍ଦେଶ୍ୟ କଣ ହୋଇପାରେ ?

Manoj Swain
  • Published: Friday, 20 September 2024
  • Updated: 20 September 2024, 12:55 PM IST

Sports

Latest News

ମୋବାଇଲରେ ଘୁରି ବୁଲୁଛି ମେଜର ଓ ତାଙ୍କ ବାନ୍ଧବୀଙ୍କ ଭାଇରାଲ ଭିଡିଓ। ଭରତପୁର ଥାନା ଘଟଣାରେ ମେଜର ଓ ତାଙ୍କ ବାନ୍ଧବୀ ଥାନାରେ ଆସି କିପରି ବ୍ୟବହାର ଦେଖାଇଥିଲେ ତାକୁ ଜଣାଇବାକୁ ଚେଷ୍ଠା କରାଯାଉଛି କି ? କିଏ ଓ କାହିଁକି ଭାଇରାଲ କରୁଛି ଭିଡିଓକୁ। ଭାଇରାଲ ପଛର ଉଦ୍ଦେଶ୍ୟ କଣ ହୋଇପାରେ ? ସେନା ବନାମ ପୁଲିସ କଳି ଭିତରେ ସାମ୍ନାକୁ ଆସିଥିବା ଏହି ଭିଡିଓକୁ କେହି ଜଣେ ପୁଲିସ ଅଧିକାରୀ ସୁଟିଂ କରୁଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos