ବାନ୍ଧବୀଙ୍କ ଭିଡିଓ ଭାଇରାଲ କରୁଛି ପୋଲିସ ! || Bharatpur Police Station Incident || Odisha Reporter
Advertisment
ମୋବାଇଲରେ ଘୁରି ବୁଲୁଛି ମେଜର ଓ ତାଙ୍କ ବାନ୍ଧବୀଙ୍କ ଭାଇରାଲ ଭିଡିଓ। ଭରତପୁର ଥାନା ଘଟଣାରେ ମେଜର ଓ ତାଙ୍କ ବାନ୍ଧବୀ ଥାନାରେ ଆସି କିପରି ବ୍ୟବହାର ଦେଖାଇଥିଲେ ତାକୁ ଜଣାଇବାକୁ ଚେଷ୍ଠା କରାଯାଉଛି କି ? କିଏ ଓ କାହିଁକି ଭାଇରାଲ କରୁଛି ଭିଡିଓକୁ। ଭାଇରାଲ ପଛର ଉଦ୍ଦେଶ୍ୟ କଣ ହୋଇପାରେ ? ସେନା ବନାମ ପୁଲିସ କଳି ଭିତରେ ସାମ୍ନାକୁ ଆସିଥିବା ଏହି ଭିଡିଓକୁ କେହି ଜଣେ ପୁଲିସ ଅଧିକାରୀ ସୁଟିଂ କରୁଥିବା ଜଣାପଡିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us