Advertisment

ସାମ୍ନାକୁ ଆସିଲା ସିକ୍ୟୁରିଟି ଗାର୍ଡଙ୍କ କଳା କାରନାମା

ସିକ୍ୟୁରିଟି ଗାର୍ଡ ଜଣେ ରୋଗୀଙ୍କ ପତ୍ନୀଙ୍କୁ ସାହାଯ୍ୟ କରିବା ଆଳରେ ତାଙ୍କ ସହିତ ଶାରୀରିକ ସଂପର୍କ ରଖି ଧୋକା ଦେଇଥିବା ଅଭିଯୋଗ ହୋଇଛି।

author-image
Manoj Swain

ସାମ୍ନାକୁ ଆସିଲା ଏମ୍ସ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ କଳା କାରନାମା । ଏକୁଟିଆ ମହିଳାଙ୍କୁ ଦେଖି ସହଯୋଗର ହାତ ବଢ଼ାଇଥିଲା ସିକ୍ୟୁରିଟି ଗାର୍ଡ, ସାହାଯ୍ୟ କରିବା ଆଳରେ ଉଭୟଙ୍କ ଭିତରେ ଗଢ଼ି ଉଠିଥିଲା ସଂପର୍କ । ସ୍ବାମୀଙ୍କ ମୃତ୍ୟୁ ପରେ ସିକ୍ୟୁରିଟି ଗାର୍ଡଙ୍କୁ ବିବାହ କଲେ ସଂପୃକ୍ତ ମହିଳା । ଏବେ ସିକ୍ୟୁରିଟି ଗାର୍ଡ ଜଣକ ଫୋନ ଉଠାଉ ନାହାନ୍ତି କି ଧରାଛୁଆଁ ଦେଉନାହାଁନ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar