/odisha-reporter/media/post_attachments/uploads/2017/04/fire-1-1.jpg)
fire-1 (1)
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ବାପି ପଟ୍ଟନାୟକଙ୍କୁ କମିଶନରେଟ୍ ପୋଲିସ୍ ପାରାଦୀପରୁ ଗିରଫ କରିଛି। ତା’ଠାରୁ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି।
Advertisment
ପୂର୍ବରୁ ବାପିର ବାପା, ମାଆ ଓ ସମ୍ପର୍କୀୟ ଭାଇ ଗିରଫ ହୋଇଥିଲେ। ଗୁଳିକାଣ୍ଡରେ ଅଭିଜିତ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଅଭିଜିତଙ୍କ ଉପରକୁ ୫ଜଣ ଦୁର୍ବୃତ୍ତ ଅତର୍କିତ ଗୁଳିମାଡ଼ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
