Advertisment

ତମାଣ୍ଡୋ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ବାପି ପଟ୍ଟନାୟକ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ବାପି ପଟ୍ଟନାୟକଙ୍କୁ କମିଶନରେଟ୍‌ ପୋଲିସ୍‌ ପାରାଦୀପରୁ ଗିରଫ କରିଛି। ତା’ଠାରୁ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି। ପୂର୍ବରୁ ବାପିର ବାପା, ମାଆ ଓ ସମ୍ପର୍କୀୟ ଭାଇ ଗିରଫ ହୋଇଥିଲେ। ଗୁଳିକାଣ୍ଡରେ ଅଭିଜିତ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଅଭିଜିତଙ୍କ ଉପରକୁ ୫ଜଣ  ଦୁର୍ବୃତ୍ତ ଅତର୍କିତ ଗୁଳିମାଡ଼ କରିଥିଲେ।

ଅଦ୍ୟତନ ହୋଇଛି
ତମାଣ୍ଡୋ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ବାପି ପଟ୍ଟନାୟକ ଗିରଫ

fire-1 (1)

Advertisment

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଗୁଳିମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ବାପି ପଟ୍ଟନାୟକଙ୍କୁ କମିଶନରେଟ୍‌ ପୋଲିସ୍‌ ପାରାଦୀପରୁ ଗିରଫ କରିଛି। ତା’ଠାରୁ ବନ୍ଧୁକ ଓ ଦୁଇ ରାଉଣ୍ଡ ଗୁଳି ଜବତ କରିଛି।

Advertisment

ପୂର୍ବରୁ ବାପିର ବାପା, ମାଆ ଓ ସମ୍ପର୍କୀୟ ଭାଇ ଗିରଫ ହୋଇଥିଲେ। ଗୁଳିକାଣ୍ଡରେ ଅଭିଜିତ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଅଭିଜିତଙ୍କ ଉପରକୁ ୫ଜଣ  ଦୁର୍ବୃତ୍ତ ଅତର୍କିତ ଗୁଳିମାଡ଼ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe