ଗିରଫ ହୋଇଛନ୍ତି ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ପ୍ରଶାନ୍ତ ଗନ୍ତାୟତଙ୍କ ପୁଳାପୁଳା ସମ୍ପତ୍ତି ମଧ୍ୟରେ ରହିଛି ଦୁଇଟି ବହୁତଳ କୋଠା। ଏହି ଦୁଇଟି କୋଠା ଭୁବନେଶ୍ୱରରେ ଅଛି। ସେହିପରି ଭୁବନେଶ୍ୱରରେ ତାଙ୍କର ଦୁଇଟି ଫ୍ଲାଟ ଅଛି। ତାଙ୍କର ମୋଟ୍ ୫ ଟି ପ୍ଲଟ୍ ଠାବ କରାଯାଇଛି, ଯେଉଁଥିରୁ ୩ ଟି ଭୁବନେଶ୍ୱରରେ ଅଛି।
Also Read
ସେ ବିଭିନ୍ନ କ୍ଷେତ୍ରରେ ୧. ୪୮ କୋଟି ଟଙ୍କା ଜମା ରଖିଛନ୍ତି। ତାଙ୍କ ଠାରୁ ୫୩୬ ଗ୍ରାମର ସୁନା ଅଳଙ୍କାର ଓ ୧.୨୧ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି। ତାଙ୍କର ଗୋଟିଏ ୪ ଚକିଆ ଗାଡ଼ି ଅଛି।
ପ୍ରଶାନ୍ତ ଗନ୍ତାୟତଙ୍କ ଏସବୁ ସମ୍ପତିର ମୂଲ୍ୟ ତାଙ୍କ ଆୟଠାରୁ ଢେର ଅଧିକ। ଏତେ ପରିମାଣରେ ସମ୍ପତି ସେ କେମିତି ଠୁଳ କଲେ, ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଆଜି ଗିରଫ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କାଲି ଗଞ୍ଜେଇ ଗଛ କାଟୁଥିଲେ, ଆଜି ଗିରଫ ହେଲେ
ଗଞ୍ଜେଇ ଗଛ କଟାଯିବ ଜାଣିପାରି ହୋମ୍ଗରର୍ଡ ଶ୍ରୀ ମଲ୍ଲିକ ଚାଷୀଙ୍କ ପାଖକୁ ଫୋନ୍ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ସତ୍ୟଜିତ ମଲ୍ଲିକ ଗଞ୍ଜେଇ ଚାଷୀଙ୍କ ପାଖକୁ ଫୋନ୍ କରି ଧମକଚମକ ଦେଉଥିଲେ। ଟଙ୍କା ମାଗୁଥିଲେ।
Crime
ରାତି ୩ଟାରେ ଚଢ଼ଉ କଲା ପୁଲିସ୍; ୨ ଲକ୍ଷ ଲିଟର ମହୁଲି ମଦ ଜବତ
ଖଲିକୋଟ ଥାନା ବାଦପଲ୍ଲି ପଞ୍ଚାୟତରେ ଦୀର୍ଘ ଦିନ ଧରି ଚାଲିଥିଲା ଦେଶୀ ଭାଟି। ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଏସ୍ପି ଶୁଭେନ୍ଦୁ ପାତ୍ର ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗୁରୁବାର ରାତି ପ୍ରାୟ ୩ଟା ବେଳେ ସେହି ପଞ୍ଚାୟତର ୭ଟି ଗାଁରେ ଚଢ଼ଉ କରିଥିଲେ।
Crime
ରେଣୁକାସ୍ୱାମୀ ହତ୍ୟା ମାମଲା: ଅଭିନେତା ଦର୍ଶନ ଓ ବାନ୍ଧବୀଙ୍କୁ ମିଳିଲା ଜାମିନ
କନ୍ନଡ ଅଭିନେତା ଦର୍ଶନ ଓ ତାଙ୍କ ବାନ୍ଧବୀ ପବିତ୍ରା ଗୌଡାଙ୍କ ସହିତ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ପୂର୍ବରୁ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ଦର୍ଶନ ବାହାରେ ଅଛନ୍ତି।
Crime
ନଦୀ ପଠାରେ ପଡ଼ିଛି ମହିଳାଙ୍କ ରକ୍ତାକ୍ତ ମୃତଦେହ; ହତ୍ୟା ସନ୍ଦେହ
ମୃତଦେହ ନିକଟରୁ ଛୋଟ ପିଲାର ଖାଦ୍ୟ, ଦେଢ଼ ବର୍ଷ ଝିଅର ଡ୍ରେସ ଓ ଗୁଟୁଖା ଜବତ କରାଯାଇଛି।
Crime
ନାଟ୍ୟ କଳାକାରଙ୍କୁ ମାରି ବର ଗଛରେ ଝୁଲାଇ ଦେଲେ!
ଝଜ ଦଶପୁର ଗାଁରେ ବିବାହ କରିଥିଲେ। ଗତ ୫ବର୍ଷ ତଳେ ତାଙ୍କର ଛାଡପତ୍ର ହୋଇଯାଇଥିଲା।