ଦିନକୁ ଦିନ ‘ମୋ ବସ୍’ ଡ୍ରାଇଭରଙ୍କ ଉତ୍ପାତ୍ ବଢୁଥିବା ନେଇ ଅଭିଯୋଗ ଆସୁଛି । ମଙ୍ଗଳବାର ଦିନ ‘ମୋ ବସ୍’ ଚକା ତଳେ ଯାଇଥିଲା ଜଣେ ମହିଳା ଯାତ୍ରୀଙ୍କ ଜୀବନ। ଦେଖନ୍ତୁ ପୂରା ରିପୋର୍ଟ ।