Advertisment

ଗାଡି ଜାଳିଦେଲା ନିଶାସକ୍ତ ଡ୍ରାଇଭର

ରାତି ଅଧରେ ମାଲିକ ଘରେ ପଶି ଘଟାଇଲେ ନାରକୀୟ କାଣ୍ଡ। ବିସ୍ଫୋରଣ ଘଟାଇ ମାଲିକଙ୍କ କାର ଏବଂ ବାଇକ୍ ଜାଲିଦେଲା ଡ୍ରାଇଭର।

Advertisment

ମହଙ୍ଗା ପଡିଲା ନିଶାସକ୍ତ ଡ୍ରାଇଭରକୁ ଚାକିରିରୁ ବାହାର କରିବା। ପ୍ରତିଶୋଧ ପରାୟଣ ହୋଇ ଡ୍ରାଇଭର ଘଟାଇଲା ଉନ୍ମତ କାଣ୍ଡ। ରାତି ଅଧରେ ମାଲିକ ଘରେ ପଶି ଘଟାଇଲେ ନାରକୀୟ କାଣ୍ଡ। ବିସ୍ଫୋରଣ ଘଟାଇ ମାଲିକଙ୍କ କାର ଏବଂ ବାଇକ୍ ଜାଲିଦେଲା ଡ୍ରାଇଭର। ରାଜଧାନୀ ଖଣ୍ଡଗିରିରେ ଗତ ୧୯ ତାରିଖ ରାତିରେ ଘଟିଛି ଏପରି ଅଭାବନୀୟ କାଣ୍ଡ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe