ଆପଣଙ୍କ ଘରେ କେଉଁଠି ସୁନା-ଗହଣା ଅଛି ଲୁଟେରାଙ୍କୁ କହୁଛି କିଏ ? | Odisha Reporter
ଭୁବନେଶ୍ୱର କମିଶନରେଟ୍ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ। ରାତି ଅଧରେ କଳା ଡ୍ରେସ୍ ଓ ମୁଖା ପିନ୍ଧି ଘରେ ପଶିଲେ ୭ରୁ ୮ ଡକାୟତ। ଘର ମାଲିକ ଓ ତାଙ୍କ ପତ୍ନୀଙ୍କ ହାତ-ଗୋଡ଼ ବାନ୍ଧି ବାଥରୁମ୍ରେ ପୂରାଇ ଲୁଟ୍ପାଟ୍ କଲେ। ହେଲେ ଟଙ୍କା ପାଇଲେନି। ଟଙ୍କା ନପାଇବାରୁ ଘର ମାଲିକଙ୍କୁ ଧମକେଇ କହିଲେ, ଘରେ କାହିଁକି ଟଙ୍କା ରଖିଲନି? ଟଙ୍କା କେଉଁଠି ରଖିଛ କୁହ? ରାଜଧାନୀରେ ଏପରି ଲୁଟ୍ପାଟକୁ ନେଇ ଦିନ ତମାମ ଚର୍ଚ୍ଚା ହେଉଛି। ସେପରେ ବାରମ୍ୱାର ଲୁଟ୍କୁ ନେଇ କମିଶନରେଟ୍ ପୁଲିସ୍ର ନିଦ ହଜି ଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
