Advertisment

ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ; ହାତଗୋଡ଼ ବାନ୍ଧି ବାଥ୍‌ ରୁମ୍‌ରେ ପୂରାଇ ଦେଲେ

ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ। ରାତି ଅଧରେ କଳା ଡ୍ରେସ୍‌ ଓ ମୁଖା ପିନ୍ଧି ଘରେ ପଶିଲେ ୭ରୁ ୮ ଡକାୟତ। ଘର ମାଲିକ ଓ ତାଙ୍କ ପତ୍ନୀଙ୍କ ହାତ-ଗୋଡ଼ ବାନ୍ଧି ବାଥରୁମ୍‌ରେ ପୂରାଇ ଲୁଟ୍‌ପାଟ୍‌ କଲେ। ହେଲେ ଟଙ୍କା ପାଇଲେନି।

Advertisment

ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ। ରାତି ଅଧରେ କଳା ଡ୍ରେସ୍‌ ଓ ମୁଖା ପିନ୍ଧି ଘରେ ପଶିଲେ ୭ରୁ ୮ ଡକାୟତ। ଘର ମାଲିକ ଓ ତାଙ୍କ ପତ୍ନୀଙ୍କ ହାତ-ଗୋଡ଼ ବାନ୍ଧି ବାଥରୁମ୍‌ରେ ପୂରାଇ ଲୁଟ୍‌ପାଟ୍‌ କଲେ। ହେଲେ ଟଙ୍କା ପାଇଲେନି। ଟଙ୍କା ନପାଇବାରୁ ଘର ମାଲିକଙ୍କୁ ଧମକେଇ କହିଲେ, ଘରେ କାହିଁକି ଟଙ୍କା ରଖିଲନି? ଟଙ୍କା କେଉଁଠି ରଖିଛ କୁହ? ରାଜଧାନୀରେ ଏପରି ଲୁଟ୍‌ପାଟକୁ ନେଇ ଦିନ ତମାମ ଚର୍ଚ୍ଚା ହେଉଛି। ସେପରେ ବାରମ୍ୱାର ଲୁଟ୍‌କୁ ନେଇ କମିଶନରେଟ୍‌ ପୁଲିସ୍‌ର ନିଦ ହଜି ଯାଇଛି।

Advertisment
Odisha Bhubaneswar Crime Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe