Advertisment

ମୋବାଇଲରେ ଅଛି ସାମ୍ବାଦିକାଙ୍କ ମୃତ୍ୟୁ ରହସ୍ୟ !

ରାଜଧାନୀରେ ମହିଳା ସାମ୍ବାଦିକଙ୍କ ମୃତ୍ୟୁ ମାମଲା ।

Advertisment

ରାଜଧାନୀରେ ମହିଳା ସାମ୍ବାଦିକଙ୍କ ମୃତ୍ୟୁ ମାମଲା । ମୃତ ସାମ୍ବାଦିକାଙ୍କ ସ୍ବାମୀ ଶ୍ରୀଧର ଜେନା, ତାଙ୍କ ମୋବାଇଲରେ ହାତ ମାରିଲେ ବିଚଳିତ ହୋଇପଡୁଛନ୍ତି। ମୋବାଇଲ ଫୋନରେ ଏମିତି କି ଗୁପ୍ତ ରହସ୍ୟ ରହିଛି, ଯେଉଁଥିପାଇଁ ଫୋନ ମାଗିଲେ ଚିହଁକି ଉଠୁଛନ୍ତି ବାବୁ ଶ୍ରୀଧର। କିଏ ସେହି ଝିଅ , ଯାହାଙ୍କୁ 2014ରେ ବିବାହ କରିଥିଲେ ପୁଣି 2023ରେ ଛାଡ଼ପତ୍ର ଦେଇଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe