ଅଦ୍ୟତନ ହୋଇଛି
ବଦନାମ କଲା ଝିଅ, ମୃତ୍ୟୁ ମାଗିଲା ମା\' | Odisha Reporter
Advertisment
ମୋ ଝିଅ ମରି ଯାଉ। ସେ କଳଙ୍କିନି, ତା ମୁହଁ ଦେଖିବାକୁ ଚାହୁଁନୁ। ଗୋଟିଏ ପରିବାର ଛାରଖାର କରି ଦେଲା ଆଉ ଆମ ମୁହଁ ତଳକୁ କଲା। ସେ ବଞ୍ଚିକି ଲାଭ କ'ଣ। ଘରର ବଢିଲା ଝିଅକୁ ନେଇ ଜଣେ ମା ଏଭଳି କାହିଁକି କହୁଛନ୍ତି ? କଣ ଏମିତି ଭୁଲ କରିଛି ଝିଅ ? ଏ ହେଉଛି ବହୁ ଚର୍ଚ୍ଚିତ ରାଜଧାନୀର ଚିନ୍ତାମଣିଶ୍ୱର ଅଞ୍ଚଳର ହତ୍ୟାକାଣ୍ଡର ଘଟଣା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us