Advertisment

ଭୁବନେଶ୍ୱର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭିଏସଏସ ନଗରରେ ଆଜି ଦିପକ ନାୟକ ନାମକ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଦିପକଙ୍କ ଘର ଭୁତୁପଡାରେ ବୋଲି ଜଣାପଡିଛି । ଏ ନେଇ ଦିପକ ସହିଦ ନଗର ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଦରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଛୁରା ମାଡରେ ତାଙ୍କ କାନ ଓ ଜଙ୍ଘରେ ଗୁରୁତର […]

ଅଦ୍ୟତନ ହୋଇଛି
ଭୁବନେଶ୍ୱର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଛୁରାମାଡ

crime

Advertisment

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭିଏସଏସ ନଗରରେ ଆଜି ଦିପକ ନାୟକ ନାମକ ଜଣେ ଯୁବକଙ୍କୁ ଛୁରାମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଦିପକଙ୍କ ଘର ଭୁତୁପଡାରେ ବୋଲି ଜଣାପଡିଛି । ଏ ନେଇ ଦିପକ ସହିଦ ନଗର ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଦରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଛୁରା ମାଡରେ ତାଙ୍କ କାନ ଓ ଜଙ୍ଘରେ ଗୁରୁତର ଆଘାତ ଲାଗିଛି।

Advertisment

ଜିମରୁ ଫେରି ଦିପକ ଗୁରୁବାର ସନ୍ଧ୍ୟାରେ ଭିଏସଏସ ନଗର ଆକ୍ସିସ ବ୍ୟାଙ୍କ ନିକଟରେ ଜଳିଖିଆ ଖାଉଥିବା ବେଳେ ପ୍ରାୟ ୧୦ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କୁ ଛୁରି ଓ ଭୁଜାଲିରେ ଆକ୍ରମଣ କରିବା ସହିତ ସୁନାଚେନ ଓ ଟଙ୍କ। ଲୁଟି ନେଇଥିବା ଅଭିଯୋଗ ହୋଇଛଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣ ବାଣୀବିହାର ହଷ୍ଟେଲ ରହୁଥିବାବେଳେ ଅନ୍ୟ ଦୁଇଜଣ ଭିଏସଏସ ନଗର ଅଞ୍ଚଳର ବୋଲି ଦିପକ କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe