\'ମୋ ଭଉଣୀ ମରିଗଲା ଆମକୁ ନ୍ୟାୟ ଦିଅନ୍ତୁ\' | Odisha Reporter
ରେଂଜ ରୋଭର ଦୁର୍ଘଟଣା: ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯୁବତୀଙ୍କ ଭାଇ । କହିଲେ, 'ପୂର୍ବତନ ମନ୍ତ୍ରୀଙ୍କ ପୁଅ ସଂପୃକ୍ତ ଥିବାରୁ ପୁଲିସ କିଛି କରୁନି। ପୁଲିସ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଛି । ତଦନ୍ତ ଯେଭଳି ଚାଲିଛି, ପୁଲିସ ଠାରୁ କିଛି ଆଶା ନାହିଁ । ଆମକୁ ନ୍ୟାୟ ଦରକାର । ଦୋଷୀକୁ ଦଣ୍ଡ ମିଳୁ।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
