Advertisment

ଶିଶୁ ଅପହରଣ ନାଟକ ପଛରେ ଦୁଇ ସ୍ୱାମୀ

ଭୁବନେଶ୍ୱର ପଟିଆ ଷ୍ଟେସନରୁ ଅପହୃତ ଶିଶୁ ଉଦ୍ଧାର ଘଟଣା।

author-image
Manoj Swain
ଅଦ୍ୟତନ ହୋଇଛି

ରାଜଧାନୀ ଛୁଆ ଅପହରଣ ନାଟକ ଘଟଣା। କାହାର ହେବେ ଶାନ୍ତିଲତା ? ୧୧ ମାସର ଛୁଆ ଥାଇ ମଧ୍ୟ ତାଙ୍କୁ ଦ୍ୱିତୀୟ ସ୍ୱାମୀ ପାଖରେ ରଖିବାକୁ ଚାହୁଁନଥିଲେ। ନିର୍ଯାତନା ପାଇ ପଳାଇ ଆସିଥିବାରୁ ପ୍ରଥମ ସ୍ୱାମୀଙ୍କ ପାଖକୁ ଯିବା ପାଇଁ ରାଜି ନଥିଲେ ଶାନ୍ତିଲତା। ତେଣୁ ଶାନ୍ତିଲତାଙ୍କୁ ମନାଇବା ପାଇଁ ଦୁଇ ସ୍ୱାମୀ କରିଥିଲେ ଛୁଆ ଅପହରଣ ନାଟକ। ହେଲେ କ୍ଲାଇମାକ୍ସ ପୂର୍ବରୁ ଅପହରଣ ନାଟକର ଭାଣ୍ଡାଫୋଡ୍‌ ହୋଇଗଲା। କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ ପଡ଼ିଗଲେ ଦୁଇ ସ୍ୱାମୀ। 

Advertisment
Odisha Bhubaneswar Kidnap