Advertisment

ଭୁବନେଶ୍ୱର: ୟୁନିଟ-୧ରେ ବୋମାମାଡ, ଯୁବକ ଆହତ

ଭୁବନେଶ୍ୱର: ୟୁନିଟ୍-୧ ଅଞ୍ଚଳରେ ବୋମାମାଡ଼ ଘଟି ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକ ଜଣଙ୍କ ହେଲେ ଅଭିଷେକ ପ୍ରଧାନ। ସେ ଜଣେ ଇଞ୍ଜିନିୟରିଂ ଛାତ୍ର। ଗତକାଲି ସନ୍ଧ୍ୟାରେ ଅଭିଷେକ ଏକ ବାଇକରେ ଯାଉଥିଲାବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ପୋଲିସ ଅନୁମାନ କରୁଛି।

nuapra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe