/odisha-reporter/media/post_attachments/uploads/2015/10/dali1.jpg)
dali
ଭୁବନେଶ୍ୱର: ବେଆଇନ ଡାଲି ମହଜୁଦ୍ ଅଭିଯୋଗରେ ମଞ୍ଚେଶ୍ୱର ସ୍ଥିତ ଡାଲି ଗୋଦାମ ଉପରେ ଆଜି ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପୋଲିସ ଉପସ୍ଥିତିରେ ଏହି ଚଢାଉ କରାଯାଇଛି। ଏହି ଗୋଦାମଟି ‘ମନସ୍ୟା ଆସୋସିଏଟର’ ବୋଲି ଜଣାପଡିଛି। ଗୋଦାମରେ କେତେ ଡାଲି ଷ୍ଟକ୍ ରହିଛି ସେ ନେଇ ଯୋଗାଣ ବିଭାଗ ଅଧିକାରୀମାନେ କାଗଜ ପତ୍ର ଯାଞ୍ଚ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
