Advertisment

ମିଳିଲାଣି 200 କୋଟି, ଆହୁରି ବାହାରୁଛି

ରାଜ୍ୟରେ ବଡ଼ଧରଣର ଆଇଟି ରେଡ୍। ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍। ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ଚଢ଼ାଉ।

author-image
Manoj Swain

ରାଜ୍ୟରେ ବଡ଼ଧରଣର ଆଇଟି ରେଡ୍। ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ବଡ଼ଧରଣର ଆଇଟି ରେଡ୍। ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ଚଢ଼ାଉ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହେଇଛି। ରାଜ୍ୟରେ ଭୁବନେଶ୍ବର, ସମ୍ବଲପୁର, ଟିଟିଲାଗଡ, ବୌଦ୍ଧ, ସୁନ୍ଦରଗଡ ଓ ବଲାଙ୍ଗିରରେ ରେଡ୍ ହେଉଛି ।

Advertisment
Odisha IT Raid