ଗୋପାଳକୁ ନେଇ କଣ ପ୍ରମାଣିତ କରିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ? ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ଗୋପାଳକୁ ଫିଟାଇଦେବା ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ସବୁପ୍ରକାର ଉଦ୍ୟମ କରୁଛି। ଗୋପାଳ ମୁଣ୍ଡ ଦୋଷ ପ୍ରମାଣିତ ହୋଇଯାଏ ତେବେ ଗୋପାଳକୁ ସଜା ମଧ୍ୟ ହୋଇନପାରେ। ଏହା ଯଦି ହୋଇଥାଏ ତେବେ ଫାଇଦା କାହାର ହେବ ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କାନାଡା ଯିବାକୁ ବ୍ୟଗ୍ର: ମା’କୁ ମାରିଲା, ବାପାଙ୍କୁ Sorry କହିଲା
ସୁରଜିତ ଘର ଭିତରକୁ ଯିବା ମାତ୍ରେ ତାଙ୍କ ପତ୍ନୀ ଗୀତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପଡ଼ୋଶୀ ଲୋକଙ୍କ ସହାୟତାରେ ଗୀତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Crime
NEET ଆଶାୟୀଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲ କରୁଥିଲେ କୋଚିଂ ସେଣ୍ଟରର ଦୁଇ ଶିକ୍ଷକ
ହୋଲି ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସିଦ୍ଦିକି ତାଙ୍କୁ ଫୋନ କରି ତୁରନ୍ତ ଫେରି ଆସିବା କହିଥିଲେ। ଯଦି ସେ କଥା ନ ଶୁଣିବେ, ତା’ହେଲେ ସିଦ୍ଦିକି ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।
Crime
ବିଜେଡି କାଉନ୍ସିଲରଙ୍କ ଘରୁ ଶିଶୁ ପୁତ୍ର ଉଦ୍ଧାର
ରେମୁଣା ଏନ୍ଏସି ୧୧ ନମ୍ୱର ୱାର୍ଡର ବିଜେଡି କାଉନ୍ସିଲର ହେଉଛନ୍ତି ପାନମଣୀ ମୁର୍ମୁ। ତାଙ୍କ ଘରେ ତାଙ୍କ ତୁଳସୀ ରହୁଛନ୍ତି। ଅଭିଯୋଗ ଅନୁସାରେ ସିଏ ତାଙ୍କ ଘରେ ୪ ମାସର ଶିଶୁ ପୁତ୍ରକୁ କେଉଁଠୁ ଆଣି ରଖିଥିଲେ।