Advertisment

ଗୋପାଳକୁ ଖସାଇବା ପାଇଁ କ୍ରାଇମବ୍ରାଞ୍ଚର ବଡ଼ ପ୍ଲାନିଂ

ଗୋପାଳକୁ ନେଇ କଣ ପ୍ରମାଣିତ କରିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ? ତାହାକୁ ନିମାହାନ୍ସ ନେଇ ତାହାର ମାନସିକ ଅବସ୍ଥା ପରୀକ୍ଷା ଏଥିରୁ ଯେଉଁ ଫଳାଫଳ ଆସିବ ସେଥିରେ ଫାଇଦା କାହାର ହେବ ? ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ଗୋପାଳକୁ ଫିଟାଇଦେବା ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ସବୁପ୍ରକାରର ଉଦ୍ୟମ କରୁଛି । ଗୋପାଳ ମୁଣ୍ଡ ଦୋଷ ପ୍ରମାଣିତ ହୋଇଯାଏ ତେବେ ଗୋପାଳକୁ ସଜା ମଧ୍ୟ ହୋଇନପାରେ । ଏହା ଯଦି ହୋଇଯାଏ ତେବେ ଫାଇଦା କାହାର ହେବ ?

ଅଦ୍ୟତନ ହୋଇଛି
Advertisment

ଗୋପାଳକୁ ନେଇ କଣ ପ୍ରମାଣିତ କରିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ ? ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ଗୋପାଳକୁ ଫିଟାଇଦେବା ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ସବୁପ୍ରକାର ଉଦ୍ୟମ କରୁଛି। ଗୋପାଳ ମୁଣ୍ଡ ଦୋଷ ପ୍ରମାଣିତ ହୋଇଯାଏ ତେବେ ଗୋପାଳକୁ ସଜା ମଧ୍ୟ ହୋଇନପାରେ। ଏହା ଯଦି ହୋଇଥାଏ ତେବେ ଫାଇଦା କାହାର ହେବ ? 

Advertisment
Crime Branch Gopal Das Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe