ଲୁଟ କରୁଥିଲେ ବାଇକ, ମାଡ଼ିବସିଲା ପୋଲିସ | Odisha Reporter
ଦାମୀ ଓ ହାଇ ସ୍ପିଡ୍ ବାଇକ୍ ଲୁଟୁଥିବା ଏକ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୁଲିସ । ଗ୍ୟାଙ୍ଗର ୩ ଜଣ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୁଲିସ । ସେମାନଙ୍କଠାରୁ ୨୩ଟି ବାଇକ୍ ଜବତ ହୋଇଛି । ଏଥିରେ ୧୪ଟି ବୁଲେଟ, ୪ଟି R15 ଓ ୩ଟି ପଲସର ବାଇକ୍ ଜବତ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
