Advertisment

କମିଶନରେଟ ପୁଲିସ କବଜାରେ ଆନ୍ତରାଜ୍ୟ ବାଇକ୍ ଲୁଟେରା ଗ୍ୟାଙ୍ଗ

୧୪ଟି ବୁଲେଟ, ୪ଟି R15 ଓ ୩ଟି ପଲସର ବାଇକ୍ ଜବତ କରିଛି କମିଶନରେଟ ପୁଲିସ।

Advertisment

ଦାମୀ ଓ ହାଇ ସ୍ପିଡ୍ ବାଇକ୍ ଲୁଟୁଥିବା ଏକ ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ଧରିଲା କମିଶନରେଟ ପୁଲିସ । ଗ୍ୟାଙ୍ଗର ୩ ଜଣ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ପୁଲିସ । ସେମାନଙ୍କଠାରୁ ୨୩ଟି ବାଇକ୍ ଜବତ ହୋଇଛି । ଏଥିରେ ୧୪ଟି ବୁଲେଟ, ୪ଟି R15 ଓ ୩ଟି ପଲସର ବାଇକ୍ ଜବତ ହୋଇଛି।

Advertisment
Odisha Bhubaneswar Loot Bike Thief
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe