Advertisment

ଜାଲ ସାର୍ଟିଫିକେଟ ମାଷ୍ଟରମାଇଣ୍ଡ ମନୋଜ ପଛରେ ବିଜେଡି !

ନକଲି ସାର୍ଟିପିକେଟ୍ ମାଷ୍ଟର ମାଇଣ୍ଡ ପଛରେ ବିଜେଡି ନେତା। ବିଧାନସଭାରେ ଫଟୋ ଦେଖାଇଲେ ବିରୋଧୀ ବିଧାୟକ। ପୂର୍ବତନମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ନେଇ ଆସିଲା ଅଭିଯୋଗ। ବିଜେଡି କହିଲା ମିଛ କଥା। ମୋନଜ ମିଶ୍ର ପଛରେ କିଏ ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।

Advertisment

ନକଲି ସାର୍ଟିଫିକେଟ୍ ମାଷ୍ଟର ମାଇଣ୍ଡ ମୋନଜ ମିଶ୍ର ପଛରେ ବିଜେଡି ନେତା। ବିଧାନସଭାରେ ଫଟୋ ଦେଖାଇଲେ ବିରୋଧୀ ବିଧାୟକ। ପୂର୍ବତନମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମ୍ପୃକ୍ତି ନେଇ ଆସିଲା ଅଭିଯୋଗ। ବିଜେଡି କହିଲା ମିଛ କଥା। ମନୋଜ ମିଶ୍ର ପଛରେ କିଏ ତାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବଲାଙ୍ଗିର ନକଲି ସାର୍ଟିଫିକେଟ୍ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସହ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଏକ ଫଟୋ ଏବେ ସାର୍ବଜନୀନ କରାଯାଇଛି।

Advertisment
Bolangir Crime Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe