\'ଗୋପାଳ ମୋ ପାଇଁ ଭଗବାନ\' | Odisha Reporter
ବିଜେଡି ନେତ୍ରୀ ମିନତୀ ବହିଦାର ଆଜି ଏକ ସାଂଘାତିକ ବୟାନ ଦେଇଛନ୍ତି। ନବ ଦାସଙ୍କ ମୃତ୍ୟୁ, ତାଙ୍କୁ ଦୁଃଖ ଦେଇନି ବୋଲି କହିଛନ୍ତି। ଏଥିପାଇଁ ସେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି। ଗୋପାଳକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ନବ ଦାସ ତାଙ୍କ ଭାଇଙ୍କୁ ହତ୍ୟା କରିଥିବା ସେ କହିଛନ୍ତି। ତେବେ ଏ ନେଇ ନବ ଦାସଙ୍କ ପରିବାର ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି। ଗତ କିଛି ଦିନ ତଳେ କଟକ ସୂତାହାଟ ଅଞ୍ଚଳରେ ରହୁଥିବା ମିନତୀ ଜଣେ ରିକ୍ସାବାଲାଙ୍କୁ ସବୁ ସମ୍ପତ୍ତି ଦାନ କରିଥିବା ନେଇ ଚର୍ଚ୍ଚାକୁ ଆସିଥିଲେ। ଏହା ପରେ ସେ ବିଜେଡିରେ ମଧ୍ୟ ଯୋଗଦେଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
