Advertisment

‘ମାଷ୍ଟର ପ୍ଲାନ ତିଆରି କରିଥିଲେ ବୋଥ୍ରା!’

ନବ ଦାସ ଓଡିଶାର ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିଲେ, ଶନି ମନ୍ଦିର ଯାଇ ପୂଜାପାଠ କରି ଫେରିଥିଲେ। ଏ ତଥ୍ୟ ତୃତୀୟ ମହଲା ଏବଂ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଖରେ ପହଁଚିଲା ପରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଗଲା ବୋଲି ଅଭିଯୋଗ କରିଛି ବିଜେପି। ହତ୍ୟାକାରୀ ଧରାପଡ଼ିଲେ କିନ୍ତୁ ହତ୍ୟାର ଷଡଯନ୍ତ୍ରକାରୀ ଏପର୍ଯ୍ୟନ୍ତ ଧରା ପଡ଼ିଲେ ନାହିଁ। ରାଜ୍ୟ ସରକାର ଏବଂ ତୃତୀୟ ମହଲାର ସବୁଠୁ ବିଶ୍ୱସ୍ତ ପୋଲିସ ଅଧିକାରୀ ହେଉଛନ୍ତି ବୋଥ୍ରା। ଯେଉଁମାନେ ନବ ଦାସଙ୍କୁ ହତ୍ୟା କରାଇଛନ୍ତି ସେମାନଙ୍କ ପାଇଁ ମାଷ୍ଟର ପ୍ଲାନ ତିଆରି କରିଥିଲେ ବୋଥ୍ରା। ମାରିଥିବା ପୋଲିସ ସହିତ ଆଗରୁ ରହିଛି ବୋଥ୍ରାଙ୍କ ସମ୍ପର୍କ। ସେ ହିଁ ପ୍ଲାନିଂ କରିଛନ୍ତି କେମିତି ମାରିଲେ ହତ୍ୟାକାରୀ ଖସିଯିବେ। ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ।

Odisha Odisha Police Naveen Patnaik Crime Naba Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe