ହାଇଟେକ୍ ହସ୍ପିଟାଲ ମାଲିକଙ୍କ ଗିରଫ ଦାବି କଲା ବିଜେପି

ଏଭଳି ଅକ୍ଷମଣୀୟ ଦାୟିତ୍ୱହୀନତା ପାଇଁ ତୁରନ୍ତ ହାଇଟେକ୍ ହସ୍ପିଟାଲର ମାଲିକଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି।

Hi-Tech Hospital

ହାଇଟେକ୍‌ ହସ୍ପିଟାଲ। (file photo)

Ordigital Desk
  • Published: Friday, 05 January 2024
  • Updated: 05 January 2024, 08:52 PM IST

Sports

Latest News

ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଓ ଘରୋଇ ଡାକ୍ତରଖାନାକୁ ଅହେତୁକ ଅନୁକମ୍ପା କାରଣରୁ ଦୁଇଟି ପରିବାର ସର୍ବସ୍ୱାନ୍ତ ହୋଇପଡ଼ିଛି । ଏଭଳି ଅକ୍ଷମଣୀୟ ଦାୟିତ୍ୱହୀନତା ପାଇଁ ତୁରନ୍ତ ହାଇଟେକ୍ ହସ୍ପିଟାଲର ମାଲିକଙ୍କୁ ଗିରଫ କରିବାକୁ ବିଜେପି ଦାବି କରିଛି।

ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁବନେଶ୍ୱରସ୍ଥିତ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଗତ ୭ଦିନ ଧରି ଦୁର୍ଘଟଣାଜନିତ ଚିକିତ୍ସିତ ହେଉଥିବା ଏବଂ ମୃତକଙ୍କ ପରିଚୟ ମିଳିନପାରିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଘରୋଇ ଡାକ୍ତରଖାନାର ହେୟଜ୍ଞାନ ଏବଂ ପୁଲିସ୍ ପ୍ରଶାସନର ଦାୟୀତ୍ୱହୀନତା କାରଣରୁ ଜଣଙ୍କ ମୃତ ଶରୀରକୁ ଅନ୍ୟ ଜଣଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି, ଯାହାକି ଏକ ଗର୍ହିତ ଓ ଅକ୍ଷମଣୀୟ ଅପରାଧ।

Also Read

ଦୁଇ ଦୁଇଟି ପରିବାର ସର୍ବସ୍ୱାନ୍ତ ହୋଇଗଲେ । ଅତୀତରେ ରାଜ୍ୟର ଗୋଟିଏ ଘରୋଇ ମେଡିକାଲରେ ନିଆଁ ଲାଗିବା ଘଟଣାରେ ମେଡିକାଲର ମାଲିକଙ୍କୁ ଗିରଫ କରାଯାଇଥିଲା, କିନ୍ତୁ ହାଇଟେକ ମାଲିକ ବିଜେଡିର ହୋଇଥିବାରୁ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ରାଜ୍ୟ ସରକାର ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି । ଉଭୟ ମେଡିକାଲ କଲେଜ କର୍ତୃପକ୍ଷ ଏବଂ ପୁଲିସ୍ ପ୍ରଶାସନ ବିରୁଦ୍ଧରେ ରାଜ୍ୟ ସରକାର ଫୌଜଦାରୀ ମାମଲା ରୁଜୁ କରିିବା ଉଚିତ୍ । ଏଥିସହ ମୃତକଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ରାଶି ଦେବା ଓ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରନ୍ତୁ ବୋଲି ବିଜେପି ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ରଙ୍କ ସମେତ ବିଜେପି ରାଜ୍ୟ ମିଡିଆ ସେଲ୍ ସଂଯୋଜକ ସୁଜିତ୍ କୁମାର ଦାସ ଓ ସଞ୍ଜୟ ରଥ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story