ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାସ ସାହୁଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ତୋଟାପଡ଼ାରେ ତାଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ। ସୁବାସଙ୍କ ସହିତ ତାଙ୍କର ୫ ସାଥୀଙ୍କ ଉପରେ ହୋଇଛି ଆକ୍ରମଣ। ଗତକାଲି ବିଜେଡି କର୍ମୀମାନେ ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପତ୍ନୀ ଶୁଣିଲେନି କଥା, ଶ୍ୱଶୁରଙ୍କୁ ରଡ଼ରେ ପିଟି ହତ୍ୟା
ଅତ୍ୟଧିକ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସ୍ୱାମୀ ପତ୍ନୀ ଓ ନିଜ ଛୁଆକୁ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏହାକୁ ବାଧା ଦେବାରୁ ସେ ନିଜ ଶ୍ୱଶୁରଙ୍କୁ ରଡ଼ରେ ଆକ୍ରମଣ କରି ଜୀବନ ନେଲେ।
Crime
ମେଜର ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ମାମଲା; ଗିରଫ ୭ ଅଭିଯୁକ୍ତଙ୍କୁ ମିଳିଲା ବେଲ୍
ରାଜଧାନୀ ରାସ୍ତାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାମଲାରେ ଗିରଫ ହୋଇଥିବା ୭ ରୋଡ୍ ରୋମିଓଙ୍କୁ ମିଳିଗଲା ବେଲ୍ । ଗିରଫଦାରୀର ମାତ୍ର ୪ ଘଣ୍ଟା ଭିତରେ ସେମାନଙ୍କ ବେଲ୍ ମଞ୍ଜୁର ହୋଇଗଲା ।
Crime
ଯୁବତୀଙ୍କ ମୃତଦେହକୁ ୩୦ ଖଣ୍ଡ କରି ଫ୍ରିଜରେ ରଖିଥିଲେ
ଆପାର୍ଟମେଣ୍ଟର ଗୋଟିଏ ରୁମ ଭିତରୁ ଦୁର୍ଗନ୍ଧ ବାହାରୁଥିଲା। ତେଣୁ ପଡ଼ୋଶୀମାନେ ଏହାର ଯାଞ୍ଚ କରିବାକୁ ପୁଲିସ୍କୁ ଡାକିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
Crime
ସେନା ଅଫିସରଙ୍କୁ ନିର୍ଯାତନା: ତଦନ୍ତ କ୍ରାଇମବ୍ରାଂଚ କରୁଛି, କମିଶନରେଟ ପୁଲିସର ଏ ପ୍ରହସନ କାହିଁକି, ଚାପ ପକାଇବାକୁ ପ୍ରୟାସ କି?
ଆରମ୍ଭରୁ ଭରତପୁର ଥାନା ଅଫିସର ଓ କର୍ମଚାରୀଙ୍କ ସପକ୍ଷରେ ଯୁକ୍ତି ବାଢ଼ି ଆସୁଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଓ ପୁଲିସ କମିଶନର ସଞ୍ଜିବ ପଣ୍ଡାଙ୍କ ଭୂମିକା ସନ୍ଦେହଘେରରେ ଥିବାବେଳେ ରାଜ୍ୟ ସରକାର କାହିଁକି ନିରପେକ୍ଷ ତଦନ୍ତ ନିମନ୍ତେ ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଲାଣି।