""
ଅପରାଧ ଝାରସୁଗୁଡ଼ା କଳାହୀରା ଉପତ୍ୟକାରେ ରକ୍ତରଞ୍ଜିତ ଇତିହାସ ଦିନକୁ ଦିନ କୋଇଲା ପରିବହନ, ଖଣି କାର୍ଯ୍ୟରେ ଟେଣ୍ଡର ଫିକ୍ସିଂ, ରାଜନୈତିକ ଓ ବ୍ୟବସାୟିକ ପ୍ରତିଯୋଗିତା ବ୍ରଜରାଜନଗରକୁ ଅଶାନ୍ତ କରୁଛି । କଥା କଥାରେ ଫୁଟୁଛି ଗୁଳି । ଅନେକ ଲୋମହର୍ଷଣକାରୀ ଏବଂ ହାଇପ୍ରୋଫାଇଲ୍ ମର୍ଡର ଏହି ମାଟିକୁ କରିଛି ରକ୍ତରଞ୍ଜିତ । 05 Feb 2023 16:20 ISTManoj Swain Follow Usକଳାହୀରା ଉପତ୍ୟକାରରେ ରକ୍ତରଞ୍ଜିତ ଇତିହାସ | Odisha ReporterAdvertisment Read More Odisha Jharsuguda Naba Das MurderAdvertisment