Advertisment

ରେଳଧାରଣରୁ ବୃଦ୍ଧଙ୍କ ଶବ ଉଦ୍ଧାର

ଘରୋଇ କଳହରୁ ସେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥି‍ବା ସନ୍ଦେହ କରାଯାଉଛି ।

author-image
Jitendra Garnayak
Deadbody

Deadbody

ବଲାଙ୍ଗିର ସୁଦପଡ଼ା ରେଳଧାରଣାରୁ ଜଣେ ‍ବୃଦ୍ଧଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବୃଦ୍ଧ ଜଣଙ୍କ ହେଉଛନ୍ତି ମଳମୁଣ୍ଡା ଗାଁର ୬୫ ବର୍ଷୀୟ ଲୋକନାଥ ନାଗ ।

Advertisment

ଘରୋଇ କଳହରୁ ସେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥି‍ବା ସନ୍ଦେହ କରାଯାଉଛି । ଜିଆରପି ଶବକୁ ଉଦ୍ଧାର କରି ‍ବଲାଙ୍ଗିର ବି.ବି.ଏମ.ସି.ଏଚକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଜିଆରପି ଘଟଣାର ଅଧିକ ତଦନ୍ତ ଚଳାଇଛି ।     

Suicide