ଦିନରେ ବେଲୁନ ବିକୁଥିଲେ,ରାତିରେ ସୁନା ଲୁଟୁଥିଲେ ! || Bolangir Police Capture Dacoit Gang || OR
Advertisment
ବଲାଙ୍ଗିର ପୁଲିସକୁ ସଫଳତା । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦ ଜଣ ଅନ୍ତରାଜ୍ୟ ଡକାୟତଙ୍କୁ ଗିରଫ କରିଛି ବଲାଙ୍ଗିର ପୁଲିସ । ଗିରଫ ଡକାୟତ ମାନେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ରାଜ୍ୟର । ପୁଲିସ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ରୂପା ଓ ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଉଦ୍ଧାର କରିଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us