Advertisment

ଧରା ପଡ଼ିଲେ ଅନଲାଇନ ଠକ ଗ୍ୟାଙ୍ଗ

ବଲାଙ୍ଗିର ପୁଲିସକୁ ବଡ ସଫଳତା। ଏକ ବଡ ଧରଣର ଅନଲାଇନ ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ।

author-image
Manoj Swain

ବଲାଙ୍ଗିର ପୁଲିସକୁ ବଡ ସଫଳତା। ଏକ ବଡ ଧରଣର ଅନଲାଇନ ଠକ ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ। ରାଜସ୍ଥାନର ଚାରିଜଣ ଠକ ସାରା ଦେଶରେ ଚଳାଇଥିଲେ ଅନଲାଇନ ଠକେଇ କାରବାର। ବଲାଙ୍ଗିରର ଜଣେ ବ୍ୟକ୍ତିଙ୍କ ଠାରୁ 70 ଲକ୍ଷ ଟଙ୍କା ଠକେଇ ଅଭିଯୋଗ ଆସିବ ପରେ, ତଦନ୍ତ କରି ଠକ ମାନଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟର 85 ଲକ୍ଷ ଟଙ୍କାକୁ ଫ୍ରୀଜ କରିଛି ପୁଲିସ।

Advertisment
Odisha Balangir Online Fraud