Advertisment

ସୁରକ୍ଷା ମାଗୁଛନ୍ତି ରାଜା ଘର ବୋହୂ

ବଲାଙ୍ଗିର ଟାଉନ ଥାନାରେ ଅର୍କେଶ ନାରାୟଣ ସିଂହଦେଓଙ୍କ ଧର୍ମପତ୍ନୀ ଅଦ୍ରିଜା । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ଥାନାର ଦ୍ୱାରସ୍ଥ । ଅର୍କେଶ ଓ ଅଦ୍ରିଜା ମଧ୍ୟରେ କିଛି ମାସ ହେବ ବିବାଦ ଲାଗି ରହିଛି । ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶ ।

author-image
Manoj Swain

ବଲାଙ୍ଗିର ରାଜ ପରିବାରର ସାନ ପୁଅ ଅର୍କେଶ ନାରାୟଣ ସିଂହଦେଓଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ତାଙ୍କର କିଛି ବ୍ୟକ୍ତିଗତ ଜିନିଷ ନେବା ପାଇଁ ଡେରାଡୁନରୁ ବଲାଙ୍ଗିର ଆସିଛନ୍ତି।  କିନ୍ତୁ ଏଠାରେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ସେଠାକୁ ଯାଇ ତାଙ୍କର ଜିନିଷପତ୍ର ଆଣିବାକୁ ପୁଲିସ ମଧ୍ୟ ସୁରକ୍ଷା ଯୋଗାଇ ଦେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଦ୍ରିଜା ମଞ୍ଜରୀ । 

Advertisment
Odisha Police Balangir