Advertisment

ଖତରନାକ୍ ଚୋର!

ଘର ଆଗରୁ ବୋଲେରୋ ଗାଏବ। ଆସିଲେ, ଷ୍ଟାର୍ଟ ମାରି ଫେରାର ହୋଇଗଲେ। ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା, ପିପି କଲେଜ ନିକଟରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ପାଖାପାଖି ଭୋର ୪ଟା ସମୟରେ ଏକ ବାଇକରେ ୨ ଜଣ ଯୁବକ ଆସିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବାଇକରୁ ଓହ୍ଲାଇ ଆସି ବୋଲେରୋ ଧରି ଫେରାର ମାରିଥିଲେ।

author-image
Debendra Prusty

Loot Odisha Vehicle Theft