""
ଅପରାଧ ଭୁବନେଶ୍ୱର ରାଜଧାନୀରେ ଫୁଟିଲା ବୋମା, ୩ ଗୁରୁତର ପୁଣି ଥରେ ଅଶାନ୍ତ ହୋଇ ଉଠିଛି ରାଜଧାନୀ। ରାତି ଅଧରେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଫୁଟିଛି ବୋମା। ଏହି ବୋମାମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି। ଖାଇବାକୁ ନେଇ ବଚସା ହେବାରୁ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମା ମାଡ଼ ହୋଇଛି। ଏପରି କାଣ୍ଡ ଘଟାଇଥିବା ୨ ଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। 06 Feb 2023 16:58 ISTManoj Swain Follow Usମାଛ ମୁଣ୍ଡ ପାଇଁ ବୋମା ମାଡ଼...! || Miscreants Hurl Bomb At JJHR In Bhubaneswar || Odisha ReporterAdvertisment Read More BhubaneswarAdvertisment