Advertisment

ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼

କଳା ପଲସରରେ ଆସି ଶିକ୍ଷକଙ୍କ ଘରକୁ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ।

People

People

Advertisment

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ସୁଦର୍ଶନ ବିହାରରେ ଜଣେ ଶିକ୍ଷକଙ୍କ ଘର ଉପରକୁ ଆଜି ରାତିରେ ବୋମାମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ବୋମା ମାଡ଼ରେ କେହି ହତାହତ ହୋଇ ନାହାନ୍ତି। ବୋମାମାଡ଼ର କାରଣ ଜଣାପଡ଼ି ନାହିଁ। 

Advertisment

ଦୁଇ ଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଶିକ୍ଷକଙ୍କ ଘରକୁ ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। 

Bombing
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe